Indus Valley Times

ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ଉପରେ

 Breaking News

ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ଉପରେ

ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ଉପରେ
February 09
08:58 2023

ଭୁବନେଶ୍ବର,୯/୨: ପ୍ରଥମ ଥର ଲାଗି ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଏଠାରେ ୩୫.୪ ଡିଗ୍ରି ରେକର୍ଡ କରାଯାଇଛି। ନୟାଗଡ଼ ତାପମାତ୍ରା ବି ୩୫ ଡିଗ୍ରି ଛୁଇଁଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦାରିଙ୍ଗବାଡ଼ି ଓ ଗୋପାଳପୁର ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ଆଗାମୀ ୫ଦିନ ପର‌୍ୟ୍ୟନ୍ତ ସମାନ ସ୍ଥିତି ଲାଗି ରହିବ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ରୁ ୩୬ ଡିଗ୍ରି ମଧ୍ୟରେ ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ବାସ କହିଛନ୍ତି ଯେ ଆସନ୍ତା ୫ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଭୁବନେଶ୍ବର ସମେତ କେତେକ ସହରର ଦିନର ତାପମାତ୍ରା ୩୪ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930