Indus Valley Times

ଭୁବନେଶ୍ୱରରେ ସେଞ୍ଚୁରୀ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା , ଆଉ ୩୧୨ ଜଣ ପଜିଟିଭ୍ ଚିହ୍ନଟ

 Breaking News

ଭୁବନେଶ୍ୱରରେ ସେଞ୍ଚୁରୀ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା , ଆଉ ୩୧୨ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରେ ସେଞ୍ଚୁରୀ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା , ଆଉ ୩୧୨ ଜଣ ପଜିଟିଭ୍ ଚିହ୍ନଟ
October 02
20:31 2020

ଭୁବନେଶ୍ୱର,୨/୧୦: ଭୁବନେଶ୍ୱର ରୁ ଶୁକ୍ରବାର ଦିନ ସେଞ୍ଚୁରୀ ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା । ଏହା ସହ ଭୁବନେଶ୍ୱରରେ ଆଜି ୩୧୨ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏଥିରେ ୫୮ ଜଣ ସଂଗରୋଧ ଓ ୨୫୪ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସଂଗରୋଧରୁ ଚିହ୍ନଟ ୫୮ ଜଣ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ଚନ୍ଦ୍ରଶେଖରପୁରରୁ ୫ ଜଣ, ପଟିଆରୁ ୪ ଜଣ, ବଡ଼ଗଡ଼, ୟୁନିଟ-୬, ୟୁନିଟ-୮, ଖାରବେଳ ନଗର, ସହିଦ ନଗର, ଟଙ୍କପାଣି ରୋଡରୁ ୨ ଜଣ ଲେଖାଏଁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031