Legatus

ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ; ଜଳିଗଲା ୧୧ଟି ଦୋକାନ

 Breaking News

ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ; ଜଳିଗଲା ୧୧ଟି ଦୋକାନ

December 20
11:13 2023

ଭୁବନେଶ୍ବର,୨୦/୧୨: ଆଜି ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ର ଅପରପାର୍ଶ୍ବରେ ଥିବା ଭେଣ୍ଡିଙ୍ଗ୍ ଜୋନ୍ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୭ଟି ଦୋକାନ ପୋଡ଼ି ଭସ୍ମୀଭୁତ ହୋଇଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଭୋର୍ ପ୍ରାୟ ୫ଟା ବେଳେ ଭେଣ୍ଡିଙ୍ଗ୍ ଜୋନ୍ରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।
ପୋଡ଼ି ଯାଇଥିବା ୭ରୁ ଅଧିକ ଦୋକାନରେ ପୂଜା ସାମଗ୍ରୀ ଓ ସାଇକେଲ୍ ଟାୟାର୍ ଆଦି ଥିଲା। ଏହି ଅଗ୍ନିକାଣ୍ଡର କାରଣ ସଂକ୍ରାନ୍ତରେ କୌଣସି ରିପୋର୍ଟ ମିଳିନାହିଁ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31