Indus Valley Times

ଭୋଟିଂ ବେଳେ ଟଳିପଡିଲେ ବିଜେପିର ପୋଲିଂ ଏଜେଣ୍ଟ

 Breaking News

ଭୋଟିଂ ବେଳେ ଟଳିପଡିଲେ ବିଜେପିର ପୋଲିଂ ଏଜେଣ୍ଟ

ଭୋଟିଂ ବେଳେ ଟଳିପଡିଲେ ବିଜେପିର ପୋଲିଂ ଏଜେଣ୍ଟ
May 25
11:59 2024

ଭୁବନେଶ୍ୱର,୨୫/୫: ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାହାଲୁଣ୍ଡା ଗାଁର ଶୁକଦେବ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ ସେ କାର‌୍ୟ୍ୟରତ ଥିଲେ। ସକାଳ ସାଢ଼େ ୯ଟା ସମୟରେ ଭୋଟ କେନ୍ଦ୍ରରେ ସେ ହଠାତ ଅଂଶୁଘାତରେ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ରେ ହିନ୍ଦୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930