Indus Valley Times

ମନ୍ତ୍ରୀ ଓ ବିଧାୟକମାନଙ୍କ କରୋନା ଟେଷ୍ଟ ପରୀକ୍ଷା ଆରମ୍ଭ

 Breaking News

ମନ୍ତ୍ରୀ ଓ ବିଧାୟକମାନଙ୍କ କରୋନା ଟେଷ୍ଟ ପରୀକ୍ଷା ଆରମ୍ଭ

November 17
13:04 2020

ଭୁବନେଶ୍ବର,୧୭/୧୧: ନଭେମ୍ବର ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ବିଧାନସଭା ଆରମ୍ଭ ପୁର୍ବରୁ ମଙ୍ଗଳବାରଦିନ ଠାରୁ ମନ୍ତ୍ରୀ, ବିଧାୟକ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀମାନଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ରଙ୍କ କରୋନା ପରୀକ୍ଷା କରାଯାଇଛି । ଏହି ଟେଷ୍ଟ ୩ ଦିନ ଧରି ଚାଲିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031