Indus Valley Times

ମର୍ମ ଚାପ ଚିକିତ୍ସା ଶିବିର ଓ ସଚେତନତା ଆଲୋଚନା

 Breaking News

ମର୍ମ ଚାପ ଚିକିତ୍ସା ଶିବିର ଓ ସଚେତନତା ଆଲୋଚନା

ମର୍ମ ଚାପ ଚିକିତ୍ସା ଶିବିର ଓ ସଚେତନତା ଆଲୋଚନା
October 19
20:11 2024

ବରଦା ଦାସଙ୍କ ରିପୋର୍ଟ
କଟକ,୧୯/୧୦ : କଲିକତା ଓ ଝାରସୁଗୁଡ଼ା ରୁ ଥେରା ପିଷ୍ଟ ବିଶେଷଜ୍ଞ ସହକାରୀ ପ୍ରଫେସର ଅନିତା ବଜାଜ ଅଗ୍ରୱାଲା, ଡ଼ ସିବସଙ୍କର ଶର୍ମା ଓ ସୁନୀତା ଅଗ୍ରୱାଲା ୧୮ ଓ ୧୯ ରେ ମାରୁଆଡି କ୍ଳବ୍ ଠାରେ ମାରୁଆଡି ସମାଜ ପ୍ରାୟୋଜିତ ମର୍ମ ଚାପ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଡ ଅନଙ୍ଗ ଦ୍ବିବେଦୀ ଗତକାଲି ସକାଳ ବେଳ ରେ ବହୁ ଉପାଦେୟ ତଥ୍ୟ ପ୍ରକାଶ କରିଥିଲେ । ବହୁ ରୋଗୀ ଏହି ଶିବିର ରେ ଯୋଗଦେଇ ନିଜ ନିଜ ରୋଗର ଚିକିତ୍ସା କରିଥିଲେ ।
ବିଶିଷ୍ଟ ଚଳଚ୍ଚିତ୍ର ତାରକା ଡ଼ ଚିତ୍ତ ମିଶ୍ର, ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅତିରିକ୍ତ ନିର୍ଦ୍ଦେଶକ ବରଦା ଦାସ, ନନ୍ଦ ଯୋଶୀ,ସମାଜ ସେବୀ ଉଷା ଅଗ୍ରୱାଲା ନିଜର ଚିକିତ୍ସା କରାଇଥିଲେ ।
ପ୍ରତିଦିନ ରବିବାର ବ୍ୟତୀତ ପ୍ରତିଦିନ ସନ୍ଧ୍ୟା ୬ ଘଟିକାରୁ ୭ ଟା ପର‌୍ୟ୍ୟନ୍ତ ଡ଼ ସିବସଂକର ଶର୍ମା ମାରୁଆଡି କ୍ଳବ୍ ରେ ଚିକିତ୍ସା କରିବେ । ବିଗତ ଏକ ବର୍ଷ ହେବ ନିଃଶୁଳ୍କ ସେବା ଏଠାରେ ଚାଲୁ ରହିଛି । ଆଗ୍ରହୀ ରୋଗୀ ଏହାର ଲାଭ ନେଇ ପାରିବେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031