Indus Valley Times

ମହତ କାର୍ଯ୍ୟ : ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଲେ ସୁକିନ୍ଦା ବିଧାୟକ

 Breaking News

ମହତ କାର୍ଯ୍ୟ : ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଲେ ସୁକିନ୍ଦା ବିଧାୟକ

ମହତ କାର୍ଯ୍ୟ : ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଲେ ସୁକିନ୍ଦା ବିଧାୟକ
April 20
20:02 2022

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୦/୪ : ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତର ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଇଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।
ହାତୀବାରି ପଞ୍ଚାୟତ ମହାଦେବ ଗାଁର ପାଢ଼ୀ ଦମ୍ପତିଙ୍କ ମୃତ୍ୟୁ ପରେ ସେମାନଙ୍କର ଦୁଇ ଶିଶୁ କନ୍ୟା ଅନାଥ ହୋଇ ଯାଇଛନ୍ତି। ଏଭଳି ଦୁଃଖଦ ଖବର ଶୁଣି ବିଧାୟକ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି। ଫଳରେ ଦୁଇ ଭଉଣୀଙ୍କ ରହିବା ସହ ପାଠପଢ଼ାର ବ୍ୟବସ୍ଥା କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031