Indus Valley Times

ମାଳିପଦର ପୋଲିସ ଏନକାଉଣ୍ଟର ଘଟଣାରେ ମିଳିଲା ଆଉ ମୃତକଙ୍କ ପରିଚୟ,ଗ୍ରାମବାସୀଙ୍କ ଧାରଣା

 Breaking News

ମାଳିପଦର ପୋଲିସ ଏନକାଉଣ୍ଟର ଘଟଣାରେ ମିଳିଲା ଆଉ ମୃତକଙ୍କ ପରିଚୟ,ଗ୍ରାମବାସୀଙ୍କ ଧାରଣା

ମାଳିପଦର ପୋଲିସ ଏନକାଉଣ୍ଟର ଘଟଣାରେ ମିଳିଲା ଆଉ ମୃତକଙ୍କ ପରିଚୟ,ଗ୍ରାମବାସୀଙ୍କ ଧାରଣା
November 13
16:42 2022

ମାଲକାନଗିରି, ୧୩/୧୧: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।
ମୃତକର ଶବ ଦିଆନଯିବାରୁ କତାମେଟା ମୁଖ୍ୟରାସ୍ତା ଅବରୋଧ କରି ଗାଁ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଜୟପୁର – ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ଫେକ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ ଜଣ ଗଞ୍ଜେଇ ବ୍ୟବସାୟୀ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031