Indus Valley Times

ରାଜ୍ୟରେ କରୋନା ନେଲା ଆଉ ୧୬ଜଣଙ୍କ ଜୀବନ,ମୋଟ ମୃତ୍ୟୁ ସଂଖ୍ୟା ୮୭୫ କୁ ବୃଦ୍ଧି

 Breaking News

ରାଜ୍ୟରେ କରୋନା ନେଲା ଆଉ ୧୬ଜଣଙ୍କ ଜୀବନ,ମୋଟ ମୃତ୍ୟୁ ସଂଖ୍ୟା ୮୭୫ କୁ ବୃଦ୍ଧି

ରାଜ୍ୟରେ କରୋନା ନେଲା ଆଉ ୧୬ଜଣଙ୍କ ଜୀବନ,ମୋଟ ମୃତ୍ୟୁ ସଂଖ୍ୟା ୮୭୫ କୁ ବୃଦ୍ଧି
October 02
13:29 2020

ଭୁବନେଶ୍ବର ୨।୧୦: ରାଜ୍ୟରେ ଶୁକ୍ରବାର ଦିନ କରୋନାରେ ଆଉ ୧୬ ଜଣ ଙ୍କ ଜୀବନ ଜାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬, ନୟାଗଡ଼ରୁ ୩ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାବ୍ୟତୀତ କଟକ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଓ ଜଗତସିଂହପୁର, ବରଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031