Indus Valley Times

ରାମ ରାମଗୋପାଳ ବର୍ମାଙ୍କ ‘ଥ୍ରୀଲର୍’: ଅପସରା ରାଣୀଙ୍କ ନାୟକ ସାଜିବେ ଓଡ଼ିଆ ପୁଅ ରକ୍

 Breaking News

ରାମ ରାମଗୋପାଳ ବର୍ମାଙ୍କ ‘ଥ୍ରୀଲର୍’: ଅପସରା ରାଣୀଙ୍କ ନାୟକ ସାଜିବେ ଓଡ଼ିଆ ପୁଅ ରକ୍

ରାମ ରାମଗୋପାଳ ବର୍ମାଙ୍କ  ‘ଥ୍ରୀଲର୍’: ଅପସରା ରାଣୀଙ୍କ ନାୟକ ସାଜିବେ ଓଡ଼ିଆ ପୁଅ ରକ୍
July 15
13:10 2020

ମୁମ୍ବାଇ,୧୫/୭: ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଲ ବର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ ଓଡ଼ିଆ ଝିଅ ଅପ୍ସରା ରାଣୀଙ୍କୁ ନାୟିକା ହେବାର ସୁଯୋଗ ଦେଇଛନ୍ତି। ତେବେ ଏହାର ନାୟକ ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ସେ ସୁଯୋଗ ଦେଇଛନ୍ତି। ରାମ୍ଗୋପାଲ୍ ବର୍ମା ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।


ଟ୍ୱିଟରେ ରାମ ଗୋପାଳ ଲେଖିଛନ୍ତି, ଅପସରା ରାଣୀଙ୍କୁ ଧନ୍ୟବାଦ, ଯାହାଙ୍କ ପାଇଁ ମୁଁ ଓଡ଼ିଶାକୁ ଭଲ କରି ଜାରି ପାରିଲି। ବର୍ତ୍ତମାନ ମୁଁ ଆଉ ଜଣେ ଓଡ଼ିଆ କଳାକାରଙ୍କୁ ଆବିଷ୍କାର କରିଛି, ଯାହାଙ୍କ ନାଁ ରକ୍। ସେ ମୋର ପରବର୍ତ୍ତୀ ଫିଲ୍ମ ‘ଥ୍ରୀଲର୍’ରେ ଅପସରା ରାଣୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।


ରାମ ଗୋପାଳ ଟ୍ୱିଟରେ ଲେଖିଛନ୍ତି, ‘ଥ୍ରୀଲର୍’ ଫିଲ୍ମର ୨ ଲିଡ୍ ଆକ୍ଟର୍ ଅପସରା ରାଣୀ ଓଡ଼ିଶାର ନୟାଗଡ଼ରୁ ଆସିଥିବା ବେଳେ ରକ୍ ନବରଙ୍ଗପୁରରୁ ଆସିଛନ୍ତି। ରାମୁ ନିଜର ଚତୁର୍ଥ ଓ ପଞ୍ଚମ ଟ୍ୱିଟରେ ‘ଥ୍ରୀଲର୍’ ଫିଲ୍ମରେ ଅପସରା ରାଣୀ ଓ ରକ୍ କାଚ୍ଚିଙ୍କ କିଛି ଫଟୋ ପୋଷ୍ଟ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031