Indus Valley Times

ରୁଙ୍ଗଟା ମାଇନ୍ସରେ ଭୁଶୁଡ଼ିଲା ମେକାନିକାଲ ଷ୍ଟ୍ରକଚର; ୨ ମୃତ, ୭ ଗୁରୁତର

 Breaking News

ରୁଙ୍ଗଟା ମାଇନ୍ସରେ ଭୁଶୁଡ଼ିଲା ମେକାନିକାଲ ଷ୍ଟ୍ରକଚର; ୨ ମୃତ, ୭ ଗୁରୁତର

ରୁଙ୍ଗଟା ମାଇନ୍ସରେ ଭୁଶୁଡ଼ିଲା ମେକାନିକାଲ ଷ୍ଟ୍ରକଚର; ୨ ମୃତ, ୭ ଗୁରୁତର
June 24
10:58 2024

ଢେଙ୍କାନାଳ,୨୪/୬: ଢେଙ୍କାନାଳ ଜିଲ୍ଲାର ଝାଡ଼ବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ କାରଖାନାରେ ଆଜି ସକାଳେ ଅଘଟଣ ଘଟିଛି। ମେକାନିକାଲ ଷ୍ଟ୍ରକଚର୍ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ରୁ ୭ ଜଣ ଗୁରୁତର ଆହତ ହୋଇଛ
କଂପାନୀ କର୍ତୁପକ୍ଷ ଓ ପୋଲିସ୍ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଆମୁଲାନ୍ସ୍ ପହଞ୍ଚିଛି। ତେବେ ଦୁର୍ଘଟଣାର କେଉଁ କାରଣରୁ ଘଟିଲା ତାହା ଅସ୍ପଷ୍ଟ ରହିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930