Indus Valley Times

ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା କର୍ଣ୍ଣାଟକର ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

 Breaking News

ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା କର୍ଣ୍ଣାଟକର ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା କର୍ଣ୍ଣାଟକର ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ
June 11
19:08 2022

ଭୁବନେଶ୍ବର,୧୧/୬: ବେଆଇନ ଲୋନ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିବା ମାମଲାରେ ଆଉ ୨ ଜଣ ଅଭିଯୁକ୍ତ ଭୁବନେଶ୍ବରରୁ ଗିରଫ ହୋଇଛନ୍ତି।ଶନିବାର ଦିନ କ୍ରାଇମ୍ବ୍ରାଞ୍ଚ ଲୋନ୍ ଆପ୍ କଂପାନିର ୨ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ନିର୍ଦ୍ଦେଶକ ହେଲେ ରକ୍ସିତ ଓ ସୁଶାନ୍ତ। ସେମାନେ କର୍ଣ୍ଣାଟକର ଉଡୁପି ଅଞ୍ଚଳର ହୋଇଥିବା ସୂଚନା।
କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତମାନେ ମୁଡମେଟ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ, ୟେଲୋ ଟ୍ୟୁନ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ଓ ପିଙ୍କଲିଫ୍ ଆୟନ କମ୍ୟୁନିକେଶନସ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ। ଏମାନେ ବେଆଇନ୍ ଲୋନ୍ ଆପ୍ସ କୋକୋ, ଜୋଲୋ ଓ ଅନ୍ୟ ଆପ୍ସ ମାଧ୍ୟମରେ ଲୋକଙ୍କୁ ଲୋନ୍ ଦେବା ବାହାନ କରି ବିଭିନ୍ନ ଉପାୟରେ ଠକୁଥିଲେ। ଏଥି ପାଇଁ ସେମାନେ ଅନ୍ୟ କଂପାନିର ସହିତ ମଧ୍ୟ ଯୋଗାଯୋଗ ରଖିଥିଲେ। ଏଥି ପାଇଁ ସେମାନେ ବେଙ୍ଗାଲୁରୁ ଠାରେ ଏକ କଲ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031