Indus Valley Times

ସମୁଦ୍ର ଭିତରେ ସେଲଫି ନେବା ପଡିଲା ମହଙ୍ଗା, ସୌଭାଗ୍ୟବଶତ ମୃତ୍ୟୁ ମୁଖରୁ ରକ୍ଷା ପାଇଲା ଯୁବକ

 Breaking News

ସମୁଦ୍ର ଭିତରେ ସେଲଫି ନେବା ପଡିଲା ମହଙ୍ଗା, ସୌଭାଗ୍ୟବଶତ ମୃତ୍ୟୁ ମୁଖରୁ ରକ୍ଷା ପାଇଲା ଯୁବକ

August 14
19:10 2022

ଭୋଗରାଇ, ୧୪/୮: କଥାରେ ଅଛି ରଖେ ହରି ତ ମରିବ କିଏ । ପଶ୍ଚିମବଙ୍ଗର ଦିଘା ଠାରେ ସମୁଦ୍ରରେ ଗାଧୋଇ ବା ସମୟରେ ସେଲ୍ଫି ନେବା ମାହାଙ୍ଗା ପଡିଛି ଜଣେ ଯୁବକଙ୍କୁ ।
ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । ଯାହାର ଲାଇଭ୍ ଭିଡିଓ ପର୍ଯ୍ୟଟକ ମାନେ ଉଠାଇଛନ୍ତି । ସୂଚନା ଅନୁସାରେ ବଙ୍ଗୋପସାଗରରେ ଲଗୁଚାପ ଚାପ ଏବଂ ଉଚ୍ଚ ଜୁଆରର ମିଶ୍ରଣ ହେତୁ ସମୁଦ୍ରରେ ଉତ୍ତାଳ ଦେଖାଯାଇଥିଲା ।
ପର୍ଯ୍ୟଟକମାନଙ୍କୁ ସମୁଦ୍ରକୁ ଯିବା ପାଇଁ ପ୍ରଶାସନ ମନା କରିଥିଲା । ମାତ୍ର ଏହି ସମୟରେ ଜଣେ ଯୁବକ ସମୁଦ୍ରର ଢେଉରେ ସେଲ୍ଫି ମଜା ନେବା ସମୟରେ ପଡ଼ିଯାଇଥିଲେ ।
ପୋଲିସ ଓ ନାଗରିକ ପ୍ରତିରକ୍ଷା ପ୍ରତିନିଧୀ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରିଥିବା ବେଳେ ଦିଗା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଛନ୍ତି ।
ପଶ୍ଚିମ ମେଦିନୀପୁରର ଘାଟାଲରୁ ୧୦ ଜଣ ସାଙ୍ଗମାନଙ୍କ ସହିତ ଶୁଭପ୍ରସାଦ ମଣ୍ଡଳ ଦିଘା ବୁଲିବା ପାଇଁ ଆସି ଥିବା ବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031