Indus Valley Times

ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

 Breaking News

ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
November 07
09:53 2021

ସମ୍ବଲପୁର, ୭/୧୧: ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ପାଖରେ ଥିବା ଏକ ମଇଳା ଗଦାରୁ ନିଆଁ ଲାଗି ଥିବା କୁହାଯାଉଛି ଜ୍ଝ ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇଥିଲା ।
ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ, ଫ୍ୟାକ୍ଟ୍ରି ଭିତରେ ଥିବା ଡ୍ରମ୍ ଗୁଡିକରେ ନିଆଁ ଲାଗିବା ଆରମ୍ଭ କରିଥିଲା । ତେବେ ଏହାକୁ ଆୟତ୍ତ କରିବାରୁ ତାହା ଫ୍ୟାକ୍ଟ୍ରି ଆଡକୁ ଅଗ୍ରସର ହୋଇ ପାରିନଥିଲା ।
କିନ୍ତୁ ଭୟାବହତା ଏତେ ଥିଲା ଯେ ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ ଜ୍ଝ ତେବେ ୪ରୁ ୫ଟି ଡ୍ରମରେ ନିଆଁ ଲାଗିଥିବାରୁ ସେତେଟା କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031