Indus Valley Times

ସରୋଜ କୁମାର ପଣ୍ଡା ବାଲିଅନ୍ତା ତହସିଲଦାର ଭାବେ ଦାଇତ୍ୱ ଗ୍ରହଣ

 Breaking News

ସରୋଜ କୁମାର ପଣ୍ଡା ବାଲିଅନ୍ତା ତହସିଲଦାର ଭାବେ ଦାଇତ୍ୱ ଗ୍ରହଣ

October 07
14:20 2020

ଭୁବନେଶ୍ବର,୭/୧୦ : ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ତହସିଲଦାର ଭାବେ ସରୋଜ କୁମାର ପଣ୍ଡା ବୁଧବାର ଦିନ ଦାଇତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଖବରରୁ ପ୍ରକାଶ ଯେ ଶ୍ରୀ ପଣ୍ଡା ଲକ ଡାଉନ ,ସଟ ଡ଼ାଉନ ହେଉବା କୋଭିଡ ସଫଳ ପରିଚାଳନ କରି ପ୍ରଶାସନ ର ପ୍ରିୟ ଭାଜନ ହୋଇପାଇଛନ୍ତି । ଜଣେ ଦକ୍ଷ ପ୍ରଶାସକ ହୋଇ ବେଆଇନି କଳାପଥର ଚୋର ଚାଲାଣ ରୋକିବାରେ ସଫଳ ହୋଇଥିବା ବେଳେ ସଟ ଡାଉନ ବେଳେ ଭୋକିଲା ମୁହଁ ରେ ଆହାର ଦେଇଛନ୍ତି । ଏଭଳି ଜଣେ ଦକ୍ଷ ପ୍ରଶାସକ ର ବଦଳି ପରେ ଧର୍ମଶାଳାବାସୀ ଙ୍କ ଆଖିରେ ଲୁହ ଆସିଯାଇଛି ଏଭିଲି ଦୃଶ୍ୟ ଦେଖିବାକୁ ମିଳୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031