Indus Valley Times

ସାବତ ମା’ର ସାଂଘାତିକ କାଣ୍ଡ; ୨ ବର୍ଷ ଛୁଆର ତଣ୍ଟି କାଟି ନିଜେ ଝୁଲି ପଡ଼ିଲେ

 Breaking News

ସାବତ ମା’ର ସାଂଘାତିକ କାଣ୍ଡ; ୨ ବର୍ଷ ଛୁଆର ତଣ୍ଟି କାଟି ନିଜେ ଝୁଲି ପଡ଼ିଲେ

ସାବତ ମା’ର ସାଂଘାତିକ କାଣ୍ଡ; ୨ ବର୍ଷ ଛୁଆର ତଣ୍ଟି କାଟି ନିଜେ ଝୁଲି ପଡ଼ିଲେ
January 16
14:16 2023

କଟକ,୧୬/୧: ନିଜର ୩ ବର୍ଷର ଛୁଆକୁ ମାରି ଆତ୍ମହତ୍ୟା କଲା ମାଆ। କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ନିଜ ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଦେବା ପରେ ମା ବେକରେ ଶାଢ଼ି ଦେଇ ଝୁଲିପଡ଼ିଛନ୍ତି।
ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି।
ଏହାସହ ତଦନ୍ତ ଜାରି ରଖିଛି ପୁଲିସ। ତେବେ ଘଟଣା ପଛର କାରଣ ଜଣାପଡ଼ିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ। ମୃତ ମହିଳା ଶିଳ୍ପୀ ଖୁଣ୍ଟିଆ ବୋଲି ଜଣାଯାଇଛି।
ଶିଳ୍ପାଙ୍କ ସ୍ବାମୀଙ୍କ ନାମ ସନ୍ତୋଷ ଖୁଣ୍ଟିଆ ବୋଲି ଜଣାଯାଇଛି। ତାଙ୍କ ପୁତ୍ରର ନାମ ଶିବାନ ବୋଲି ସୂଚନା ମିଳିଛି। ଶିଳ୍ପାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ଏହି ଦମ୍ପତିଙ୍କ କଳହ ନେଇ ଥାନାରେ ମାମଲା ହୋଇଥିଲା। ସେଠାରେ ସମସ୍ୟାର ସମାଧାନ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031