Indus Valley Times

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଶୌଚ ହେବାକୁ ଯିବାବେଳେ ଦଳିଦେଲା ଦନ୍ତା

 Breaking News

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଶୌଚ ହେବାକୁ ଯିବାବେଳେ ଦଳିଦେଲା ଦନ୍ତା

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଶୌଚ ହେବାକୁ ଯିବାବେଳେ ଦଳିଦେଲା ଦନ୍ତା
April 22
11:27 2023

ଆନନ୍ଦପୁର,୨୨/୪ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରେଞ୍ଜ ଅନ୍ତର୍ଗତ ହସନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ସେହି ଗ୍ରାମର ବଟକୃଷ୍ଣ ପ୍ରଧାନ (୬୫)।
ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସମୟରେ ବଟକୃଷ୍ଣ ପ୍ରଧାନ ବିଲକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031