Indus Valley Times

ହେଲମେଟ୍ ନପିନ୍ଧି ଜରିମାନା ଗଣିଲେ ବିଜେଡି ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ

 Breaking News

ହେଲମେଟ୍ ନପିନ୍ଧି ଜରିମାନା ଗଣିଲେ ବିଜେଡି ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ

December 27
16:10 2020

ରାୟଗଡ଼ା,୨୭/୧୨: ହେଲମେଟ୍ ପିନ୍ଧିନଥିବାରୁ ରାଜ୍ୟସାଭ ସାଂସଦ ଏନ୍. ଭାସ୍କର ରାଓଙ୍କ ଠାରୁ ୫୦୦ ଟଙ୍କା ଫାଇନ ଆଦାୟ କରିଛି ପୁଲିସ । ତାଙ୍କ ସହ ବିଜୁ ଜନତା ଦଳର ଅନ୍ୟ ୭ଜଣ କର୍ମୀଙ୍କ ଠାରୁ ମଧ୍ୟ ପୁଲିସ ଜରିମାନା ଆଦାୟ କରିଥିବା ଜଣାଯାଇଛି ।
ଶନିବାର ଦିନ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ାରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ରାଲିରେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମଧ୍ୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବାଇକରେ ବୁଲିଥଲେ। ହେଲେ ବାଇକ ଚଳାଇବା ବେଳେ କିନ୍ତୁ ସାଂସଦଙ୍କ ମୁଣ୍ଡରେ ହେଲମେଟ ନଥିଲା।
ହେଲମେଟ୍ ନ ପିନ୍ଧି ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ୫୦୦ ଟଙ୍କା ଜରିମାନା ଗଣିବା ଘଟଣା ରାୟଗଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି ।

Tags
BJD
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031