Indus Valley Times

୧୦୦ ଟଙ୍କାରେ ପୁରୀରେ ରହିହେବ , ନିର୍ମିତ ହେବ ଭକ୍ତ ନିବାସ

 Breaking News

୧୦୦ ଟଙ୍କାରେ ପୁରୀରେ ରହିହେବ , ନିର୍ମିତ ହେବ ଭକ୍ତ ନିବାସ

୧୦୦ ଟଙ୍କାରେ ପୁରୀରେ ରହିହେବ , ନିର୍ମିତ ହେବ ଭକ୍ତ ନିବାସ
December 19
21:36 2020

ପୁରୀ,୧୯/୧୨: ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଆସୁଥିବା ଭକ୍ତମାନେ ଏବେ ସୁବିଧାରେ ଜଗା ଦର୍ଶନ କରିପାରିବେ । ସାଧାରଣ ଲୋକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ପୁରୀରେ ରହଣି ପାଇଁ ଭକ୍ତ ନିବାସ ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ କୁମାର। ଯାହାକି ଶହେରଚ ଦେଢ଼ ଶହ ଟଙ୍କାରେ ରାତ୍ରିଯାପନ କରିପାରିବେ ସାଧାରଣ ଲୋକେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଇତିମଧ୍ୟରେ ଭକ୍ତ ନିବାସ ପାଇଁ ବାସେଳୀ ସାହି ଥାନା ନିକଟରେ ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି। ଏହି ଭକ୍ତ ନିବାସରେ ୩ରୁ ୪ ହଜାର ଲୋକଙ୍କର ରହଣି ବ୍ୟବସ୍ଥା ରହିବ ଏବଂ ଶଯ୍ୟା ପିଛା ମାତ୍ର ଶହେରୁ ଦେଢ଼ ଶହ ଦେୟ ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031