Legatus

୨୩ଦିନରେ ୩୫ଲକ୍ଷ ବିବାହ; ଉତ୍ସାହିତ ବ୍ୟବସାୟୀ, ବେପାର ୪ଲକ୍ଷ କୋଟି ଟପିବା ଆଶା

 Breaking News

୨୩ଦିନରେ ୩୫ଲକ୍ଷ ବିବାହ; ଉତ୍ସାହିତ ବ୍ୟବସାୟୀ, ବେପାର ୪ଲକ୍ଷ କୋଟି ଟପିବା ଆଶା

୨୩ଦିନରେ ୩୫ଲକ୍ଷ ବିବାହ; ଉତ୍ସାହିତ ବ୍ୟବସାୟୀ, ବେପାର ୪ଲକ୍ଷ କୋଟି ଟପିବା ଆଶା
October 17
20:17 2023

ନୂଆଦିଲ୍ଲୀ,୧୭/୧୦: ଦେଶରେ ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଏହାପରେ ବିବାହ ଋତୁ ଆସିବ। ଦେଶର ଅର୍ଥନୀତିକୁ ଗତିଶୀଳ କରାଇବାରେ ଉଭୟ ପାର୍ବଣ ଓ ବିବାହ ଋତୁର ବିଶେଷ ମହତ୍ବ ରହିଛି । ଦେଶରେ ବିବାହ ଋତୁ ନଭେମ୍ବର ୨୩, ୨୦୨୩ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର‌୍ୟ୍ୟନ୍ତ (ମାର୍ଗଶୀର ମାସ) ଚାଲିବ । ଆଉ ଏକ ଆକଳନ ଅନୁଯାୟୀ, ଏହି ବିବାହ ଋତୁରେ ସାରା ଦେଶରେ ପ୍ରାୟ ୩୫ ଲକ୍ଷ ବିବାହ ହେବ। ବିବାହ ସପିଂଠାରୁ ଆରମ୍ଭ କରି ବିବାହରେ ଅତ୍ୟାବଶ୍ୟକ ସେବା ପର‌୍ୟ୍ୟନ୍ତ ଏହି ବିବାହ ଋତୁରେ ୪.୨୫ ଲକ୍ଷ କୋଟି ଟଙ୍କାର କାରବାର ହେବ ବୋଲି ଆକଳନ କରାଯାଇଛି।
କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଏହି ତଥ୍ୟ ଜାରି କରିଛି। ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ସିଏଟିର ଗବେଷଣା ଶାଖା ସିଏଟି ରିସର୍ଚ୍ଚ ଆଣ୍ଡ ଟ୍ରେଡ୍ ଡେଭଲପମେଣ୍ଟ ସୋସାଇଟି ଦ୍ୱାରା ନିକଟରେ ଦେଶର ୨୦ଟି ପ୍ରମୁଖ ସହରର ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ, ଆଗାମୀ ଋତୁରେ କେବଳ ରାଜଧାନୀ ଦିଲ୍ଲୀରେ ୩.୫ ଲକ୍ଷରୁ ଅଧିକ ବିବାହ ହେବାର ସମ୍ଭାବନା ରହିଛି, ଯାହା ଦିଲ୍ଲୀରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବାର ସମ୍ଭାବନା ରହିଛି। ଗତବର୍ଷ ଏହି ସମୟରେ ପ୍ରାୟ ୩୨ ଲକ୍ଷ ବିବାହ ହୋଇଥିଲା ଏବଂ ଏଥିପାଇଁ ୩.୭୫ ଲକ୍ଷ କୋ

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31