Indus Valley Times

୪୫ ହଜାର ଗଞ୍ଜେଇ ଗଛ ନଷ୍ଟ

 Breaking News

୪୫ ହଜାର ଗଞ୍ଜେଇ ଗଛ ନଷ୍ଟ

December 22
20:36 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟର୍
ବୌଦ୍ଧ,୨୨/୧୨: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ମନମୁଣ୍ଡା ଥାନା ଅନ୍ତର୍ଗତ କସୁରବନ୍ଧ ପଂଚାୟତ ବାଗଡିଆ ଗ୍ରାମ ନିକଟ ଆଭ୍ୟନ୍ତରୀଣ ଜଙ୍ଗଲରେ ୧୫ ଏକର ଜଙ୍ଗଲ ଜମି ଉପରେ ଚଢାଉ କରାଯାଇ ୪୫ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୪କୋଟି୫୦ଲକ୍ଷଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସୁଶୀଲ କହଁର, ଇନିସପେକ୍ଟର ବିଜୟ ଧରୁଆ, ମନମୁଣ୍ଡା ଅବକାରୀ ଓଆଇସି ରମେଶ ମହାନ୍ତି, ବ୍ରହ୍ମାନନ୍ଦ ଭୋଇ, ରୂପେଶ ମୁଖୀ, ନବିନ ଡାଙ୍ଗ,ଅଂଚଳି ଅମାତ, ପଂଚମି ବେହେରା ପ୍ରମୁଖ ସାମିଲଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031