Indus Valley Times

ବାଙ୍ଗିରିପୋଷି ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୧୦ କର୍ମଚାରୀ ଆହତ

 Breaking News

ବାଙ୍ଗିରିପୋଷି ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୧୦ କର୍ମଚାରୀ ଆହତ

December 18
18:09 2023

ମୟୂରଭଞ୍ଜ,୧୮/୧୨ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଘାଟିରେ ପୁଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଆହତ ଏବଂ ଜଣେ ପୁଲିସ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି। ପୁଲିସ ଭ୍ୟାନ୍ ଘାଟିରେ ବ୍ରେକ୍ ଫେଲ୍ ହେବାରୁ ଆଗରେ ଥିବା ଟ୍ରକ୍ ପଛକୁ ପିଟି ଦେଲା ପୁଲିସ ଭ୍ୟାନ୍। ପୁଲିସ ଗାଡ଼ିରେ ପ୍ରାୟ ୨୦ ଜଣ ପୁଲିସ ଡ୍ୟୁଟି ପାଇଁ ଯାଉଥିବା ବେଳେ ବାରିପଦା ଘାଟିରେ ଏଭଳି ଦୃଘଟଣା ଘଟିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031