Indus Valley Times

ବିଜେପି ବୌଦ୍ଧ ଜିଲ୍ଲା ସଦସ୍ୟତା ଅଭିଯାନ ୨୦୨୪ ର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ “

 Breaking News

ବିଜେପି ବୌଦ୍ଧ ଜିଲ୍ଲା ସଦସ୍ୟତା ଅଭିଯାନ ୨୦୨୪ ର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ “

ବିଜେପି ବୌଦ୍ଧ ଜିଲ୍ଲା ସଦସ୍ୟତା ଅଭିଯାନ ୨୦୨୪ ର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ “
August 26
20:28 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୮ : ବୌଦ୍ଧ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ ୨୦୨୪ ର କର୍ମ ଶାଳା ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ଟ୍ୱେରେ ଅନୁଷ୍ଠିତ ହୋଇ ଥିଲା ।
ଜିଲ୍ଲା ର ୪୧୧ ବୁଥ, ୧୦ ଗୋଟି ମଣ୍ଡଳ, ୭୬ ଶକ୍ତି କେନ୍ଦ୍ର , ଦୁଇଗୋଟି ବିଧାନ ସଭା ର ସମସ୍ତ ବିଜେପି କର୍ମୀ, ଓ ଭୋଟର ମାନଙ୍କୁ ଜାତି, ଧର୍ମ ନିର୍ବିଶେଷରେ ବିଜେପି ର ନୂତନ ସଦସ୍ୟତା ଅଶାନ୍ତ ୨.୦୯.୨୪ ଠାରୁ ଆରମ୍ଭ କରାଯିବ ।
ଏଥିରେ ଜିଲ୍ଲା ର ସମସ୍ତ ନେତୃବୃନ୍ଦ ମାନଙ୍କୁ ଦାଇତ୍ୱ ବଣ୍ଟନ କରାଯାଇ ଅଛି କ୍ଷ ସମସ୍ତ ସଦସ୍ୟତା କାର‌୍ୟ୍ୟ
ଅକ୍ଟବର ମାସ ଶେଷ ସୁଦ୍ଧା ସମାପ୍ତ କରିବା ପାଇଁ ଧାର୍ଯ୍ୟ ଲକ୍ଷ ପ୍ରଦାନ କରାଯାଇ ଅଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ କଣ୍ଟାମାଳ ଓ ବୌଦ୍ଧ ର ବିଧାୟକ ଶ୍ରୀ କ ନା ହିଁ ଚରଣ ଡାଙ୍ଗ, ଶ୍ରୀ ସରୋଜ କୁମାର ପ୍ରଧାନ, ଙ୍କ ସହିତ ବିଜେପି ରାଜ୍ୟ ତରଫରୁ ଶ୍ରୀ ସରୋଜ ସାବତ ଓ ଶ୍ରୀମତୀ ସବିତା ନନ୍ଦ ଯୋଗଦାନ କରି ସଦସ୍ୟତା କିପରି କରାଯିବ ସେ ବିଷୟରେ ପୁଙ୍ଖକ୍ଷନୁ ପୁଙ୍ଖ ଦିଗ ଦର୍ଶନ, ଦଳୀୟ କର୍ମ କର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଆଜିର ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି, ଙ୍କ ସହିତ ସମସ୍ତ ଆପେକ୍ଷିତ ସଦସ୍ୟ, ସଦସ୍ୟା ଯୋଗ ଦାନ କରି ଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30