Indus Valley Times

ପ୍ରକାଶ ପାଇଲା ଓଜେଏସ୍ ଫଳାଫଳ, ବାଜି ମାରିଲେ ଝିଅ; ସୋମେଶ ରଣବିଜୁଳି ଟପ୍ପର

 Breaking News

ପ୍ରକାଶ ପାଇଲା ଓଜେଏସ୍ ଫଳାଫଳ, ବାଜି ମାରିଲେ ଝିଅ; ସୋମେଶ ରଣବିଜୁଳି ଟପ୍ପର

ପ୍ରକାଶ ପାଇଲା ଓଜେଏସ୍ ଫଳାଫଳ, ବାଜି ମାରିଲେ ଝିଅ; ସୋମେଶ ରଣବିଜୁଳି ଟପ୍ପର
March 13
18:49 2025

କଟକ,୧୩/୩: ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏନେଇ ଙଚଝଉ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ଜଣ ଛାତ୍ରୀ ଥିବା ଜଣାପଡିଛି। ତାଲିକାରେ ଅରୁଣିମା ପତି ଦ୍ୱିତୀୟ ଏବଂ ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031