Indus Valley Times

ରାଜଧାନୀରେ ଚାଞ୍ଚଲ୍ୟ : ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

 Breaking News

ରାଜଧାନୀରେ ଚାଞ୍ଚଲ୍ୟ : ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ରାଜଧାନୀରେ ଚାଞ୍ଚଲ୍ୟ : ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା
October 13
11:36 2025

ଭୁବନେଶ୍ୱର , ୧୩/୧୦ : ରାଜଧାନୀରେ ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏମ୍ସରେ କାର୍ଯ୍ୟରତ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଜଣେ ଦୁର୍ବୃତ୍ତ ଗୁଳି କରିଦେଇଛି ।
ଦୁର୍ବୃତ୍ତ ଜଣକ ଗୋଟେ ସ୍କୁଟିରେ ଆସି ଗୁଳି କରି ମାରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଏହି ଅଘଟଣ ପୂର୍ବ ଶତ୍ରୃତା କାରଣରୁ ଘଟିଥିବା ଅନୁମାନ କରାଯାଉଛି । ସୁଧାଂଶୁ ଏମ୍ସରୁ କାମ ସାରି ଫେରୁଥିବା ସମୟରେ ଗୁଳିମାଡ଼ କଲେ ଦୁର୍ବୃତ୍ତ । ସେପଟେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ପୋଲିସ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930