Indus Valley Times

ନୂତନ ରାଜ୍ୟସଭା ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମଶାଳା ବିଧାୟକ ହିମାଂଶୁ

 Breaking News

ନୂତନ ରାଜ୍ୟସଭା ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମଶାଳା ବିଧାୟକ ହିମାଂଶୁ

ନୂତନ ରାଜ୍ୟସଭା ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମଶାଳା ବିଧାୟକ ହିମାଂଶୁ
March 17
21:07 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୭/୩ : ନବନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ, ସୁଜିତ୍ କୁମାର ଓ ଦିଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ
ଶ୍ରୀ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଳ ସିଂ ତୋମାର ଓ ସୁଜିତ କୁମାର ପ୍ରମୁଖଙ୍କ ଗହଣରେ ବିଜୟ ଉତ୍ସବ ପାଳନ କରିଛନ୍ତି ।
ଶେଖର ସାହୁ। ଭୋଟ ଗଣତି ପରେ ଭୁବନେଶ୍ଵରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି
ଧର୍ମଶାଳା ବିଜେପି ପକ୍ଷରୁ ଜିତେନ୍ଦ୍ର ରାଉତ, ଶ୍ରୀବତ୍ସ ଧୀର, ତୀର୍ଥରାଜ ପଣ୍ଡା, କାହ୍ନୁ ଚରଣ ଦାଶ, ଉପେନ୍ଦ୍ର କର, ଚନ୍ଦ୍ରମଣି ପଣ୍ଡିତ, ଶ୍ରୀନିବାସ ଜେନା, ଶରତ ଚନ୍ଦ୍ର ନାୟକ, ରବିନାରାୟଣ ସାହୁ, ଗୌତମ ସାହୁ, ରାଜେଶ ପାଳ, ଅଭିଷେକ ରାଉତ, ମଦନ ମୋହନ ନାୟକ, ଅନୁଜ ଜେନା, ପ୍ରଶାନ୍ତ କୁମାର ନାୟକ, ଚନ୍ଦନ ପାଳ, ଜ୍ଞାନେନ୍ଦ୍ର ରାଉତ, ସୁଦାମ ଚରଣ ବେହେରା, ଗୌତମ ସାହୁ, ଅଂଶୁମାନ ରଥ, ସୁଧୀର ବେହେରାଙ୍କ ସମେତ ବହୁ ଦଳୀୟ ନେତା ନବନିର୍ବାଚିତ ରାଜ୍ୟସଭା ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031