Indus Valley Times

‘ସ୍ୱର୍ଗ ନାହିଁ, ନର୍କ ନାହିଁ, ଦେବପୀଠ ଯିବା କାହିଁ ‘ ସଂସ୍କାରଧର୍ମୀ ପୁସ୍ତକ ଉନ୍ମୋଚିତ

 Breaking News

‘ସ୍ୱର୍ଗ ନାହିଁ, ନର୍କ ନାହିଁ, ଦେବପୀଠ ଯିବା କାହିଁ ‘ ସଂସ୍କାରଧର୍ମୀ ପୁସ୍ତକ ଉନ୍ମୋଚିତ

April 22
21:09 2022

‘Swarga Nahin, Narka Nahi’ book released

By Swagatika Bhutia

ଭୁବନେଶ୍ୱର ୨୨/୦୪: ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଏକ ସଂସ୍କାରଧର୍ମୀ ପୁସ୍ତକ : “ସ୍ୱର୍ଗ ନାହିଁ, ନର୍କ ନାହିଁ, ଦେବପୀଠ ଯିବା କାହିଁ ?” ଗତ ଆମ୍ବେଦକର ଜୟନ୍ତୀ ଉତ୍ସବରେ ସ୍ଥାନୀୟ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଉନ୍ମୋଚିତ ହୋଇଯାଇଛି ।
ଦଳର ଉପସଭାପତି ହରିଶଚନ୍ଦ୍ର କରଙ୍କ ସଭାପତିତ୍ୱରେ ଆୟୋଜିତ ସଭାର ମୁଖ୍ୟ ଅତିଥି ଓଡ଼ିଶା ହେତୁବାଦୀ ସମାଜର ସଂପାଦକ ଦେବେନ୍ଦ୍ର ସୁତାର ଓ ଅନ୍ୟାନ୍ୟ ଅତିଥିବୃନ୍ଦ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ । ଏହି ସଭାରେ ଜାତି ପ୍ରଥାର ବିଲୋପ ପାଇଁ ଏକ ୫-ଦଫା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ବୋଲି ପାର୍ଟିର ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍‌ଟି ଭୋଲ୍‌ଟେୟାର ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031