Indus Valley Times

ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ

 Breaking News

ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ

ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ
October 11
10:40 2022

ଭୁବନେଶ୍ୱର, ୧୧/୧୦: ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଜମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ରାଣୀ ମହୁମାଛି ଅର୍ଚ୍ଚନା ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି । ଏବଂ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ଅଦାଲତ ।
ସେପଟେ ବ୍ଲାକମେଲର ରାଣୀ ଅର୍ଚ୍ଚନା କିଭଳି ଲୋକଙ୍କୁ ଫସାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି ।
ରାଜଧାନୀ ଭୁବନେଶ୍ବରରେ ରହି ବଡ଼ ଧରଣର ସେକ୍ସ ରାକେଟ୍ ଚଳାଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ନିଜ ମାୟା ଜାଲରେ ନେତା, ମନ୍ତ୍ରୀ, ପ୍ରଶାସକ, ଅଭିନେତା, ଫିଲ୍ମ ପ୍ରଯୋଜକଙ୍କୁ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।
ଏବେ ସୋସିଆଲ୍ ମିଡିଆରେ ଅର୍ଚ୍ଚନାଙ୍କ ନାଗଫାସରେ ଫସିଥିବା ଅନେକ ବଡ଼ ବଡ଼ିଆଙ୍କ ନାଁ ଘୁରି ବୁଲୁଛି । ସେପଟେ ଅର୍ଚ୍ଚନାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗି ପଡ଼ିଛି ଖଣ୍ଡଗିରି ଥାନା ପୋଲିସ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30