Indus Valley Times

ସିଏମସି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା

 Breaking News

ସିଏମସି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା

ସିଏମସି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା
November 15
16:06 2022

କଟକ, ୧୫/୧୧: ବଢ଼ିଲା ବାଲିଯାତ୍ରା ଅବଧି। ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ୧୬ ବଦଳରେ ୧୭ ତାରିଖ ଦିନ ଶେଷ ହେବ ବାଲିଯାତ୍ରା। ଏନେଇ ବ୍ୟବସାୟୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବନିବୋଲି ସୂଚନା ଦେଇଛନ୍ତି କଟକ ମେୟର ଓ ଜିଲ୍ଲାପାଳ ।
ଗୋଟିଏ ଦିନ ପାଇଁ ବଢିଲା କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବଢିଛି ଅବଧି । ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା ବାଲିଯାତ୍ରା । ଆସନ୍ତା ଗୁରୁବାର ପର‌୍ୟ୍ୟନ୍ତ ଚାଲିବ ଏହି ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ସିଏମ୍ସି ମେୟର ସୁବାସ ସିଂହ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031