Indus Valley Times

ପଦ୍ମପୁର ଅପଡେଟ୍‌: ୨୩ ରାଉଣ୍ଡ ସୁଦ୍ଧା ବର୍ଷା ୪୨ ହଜାରରୁ ଅଧିକ ଭୋଟରେ ଆଗୁଆ

 Breaking News

ପଦ୍ମପୁର ଅପଡେଟ୍‌: ୨୩ ରାଉଣ୍ଡ ସୁଦ୍ଧା ବର୍ଷା ୪୨ ହଜାରରୁ ଅଧିକ ଭୋଟରେ ଆଗୁଆ

ପଦ୍ମପୁର ଅପଡେଟ୍‌: ୨୩ ରାଉଣ୍ଡ ସୁଦ୍ଧା ବର୍ଷା ୪୨ ହଜାରରୁ ଅଧିକ ଭୋଟରେ ଆଗୁଆ
December 08
17:20 2022

ଭୁବନେଶ୍ୱର, ୮ ।୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୨ ହଜାରରୁ ଅଧିକ ଭୋଟରେ ଆଗରେ ଚାଲିଛି । ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ପ୍ର୍ରଦୀପ ପୂରୋହିତଙ୍କୁ ୭୭, ୫୪୧ ଖଣ୍ଡ ଭୋଟ ପାଇଥିଲା ବେଳେ କଂଗ୍ରେସକୁ ମିଳିଛି ୩୫୪୮ଖଣ୍ଡ ଭୋଟ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031