Indus Valley Times

Odia News

ଗୋଡ଼ି ପୋଖରୀ ସ୍ଥିତ ବ୍ରହ୍ମାକୁମାରୀ ସେବା କେନ୍ଦ୍ରରେ ମାତୃ ଦିବସ ପାଳନ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୨/୫: ଆଜି ସକାଳ ୮ ଘଟିକାରେ ସ୍ଥାନୀୟ ଗୋଡ଼ି ପୋଖରୀ ଛକ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଏହାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ପବିତ୍ର “ମାତୃ ଦିବସ” ମହା ସମାରୋହରେ

Read Full Article

ଷଷ୍ଠ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ଭକ୍ତଙ୍କ ନିଜସ୍ୱ ଗୃହକୁ ଆଗମନ: ଶତାଧିକ ଭକ୍ତ ଙ୍କ ସମାଗମ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା , ୧୨/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ

Read Full Article

ସମ୍ବଲପୁରରେ ଅସମ୍ଭାଳ ଖରା: ଦିନ ୨ଟା ୩୦ରେ ତାପମାତ୍ରା ୪୩ ଡିଗ୍ରି ରେକର୍ଡ

    ସମ୍ବଲପୁରରେ ଅସମ୍ଭାଳ ଖରା: ଦିନ ୨ଟା ୩୦ରେ ତାପମାତ୍ରା ୪୩ ଡିଗ୍ରି ରେକର୍ଡ

ଭୁବନେଶ୍ୱର,୧୧/୫ : ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। କିଛି ଦିନ ହେବ କାଳବୈଶାଖୀ ବର୍ଷାରେ ସାମାନ୍ୟ ଆଶ୍ବସ୍ତି ଅନୁଭବ ପରେ ପୁଣି ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ

Read Full Article

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର, ୧୧/୫ : ସିଭିଲ୍ ଡିଫେନ୍ସରେ ଯୋଗ ଦେବା ପାଇଁ ଜନସାଧାରଣ ଓ ଯୁବ ସମାଜକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଯେ,\”ଦେଶର ସାଧାରଣ ଲୋକଙ୍କ ଧନ,

Read Full Article

ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ

  ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ

ମୟୁରଭଞ୍ଜ, ୧୧/୫ : ପଲିଥିନ ବ୍ୟାଗରେ ବନ୍ଧା ହୋଇ ପଡିଛି ତିନି-ଚାରି ମାସର ଶିଶୁର ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାର

Read Full Article

ମା’କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ

  ମା’କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ

ଓଡ଼ିଶା, ୧୧/୫ : ମାଆ ହେଉଛି ସର୍ବଂସାହା । ମାଆ, ବୋଉ, ମମି, ମମ୍,….ମଣିଷ ଜଣେ କିନ୍ତୁ ସନ୍ତାନର ରୁଚି ଅନୁସାରେ ସେ ଡାକ ଶୁଣେ ।

Read Full Article

ବ୍ରାଉନସୁଗାର ଜବତ ,ପଲସର ସହିତ ଯୁବକ ଗିରଫ

  ବ୍ରାଉନସୁଗାର ଜବତ ,ପଲସର ସହିତ ଯୁବକ ଗିରଫ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୦/ ୫ :ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୭୨ ଗ୍ରାମ ବ୍ରାଉନସୁଗାର ଜବତ କରିବା

Read Full Article

ବଲାଙ୍ଗିରରେ ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

  ବଲାଙ୍ଗିରରେ ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୦/୫ : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ,ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

Read Full Article

ସାମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତିରେ ସମସ୍ତ ଗାଇଡଲାଇନକୁ ମାନିବାକୁ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ

  ସାମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତିରେ ସମସ୍ତ ଗାଇଡଲାଇନକୁ ମାନିବାକୁ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୫ : ଶନିବାର ଦିନ ସକାଳ ୯ ଘ. ୩୦ ମି. ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ସାମ୍ଭାବ୍ୟ ଜରୁରୀ

Read Full Article

ମେ’ ୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !

  ମେ’ ୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !

ନୂଆଦିଲ୍ଲୀ, ୧୦/୫ : ତାତି ଅସହ୍ୟ ହେଉଥିବାବେଳେ ଆଗାମୀ ଦିନରେ ପାଗରେ ପରିବର୍ତ୍ତନ ହେବ । ଚଳିତ ବର୍ଷ ଖୁବ ଶୀଘ୍ର ଦେଶକୁ ମୌସୁମୀ ଛୁଇଁବାର ସମ୍ଭାବନା

Read Full Article

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031