ଭୁୁବନେଶ୍ୱର,୧୦ ।୧୨: ଲୋକସଭାରେ ହେଉ କି ରାଜ୍ୟସଭାରେ ହେଉ ପ୍ରସଙ୍ଗ ଉତ୍ଥାପନ ନକରିବା ତଥା ରାଜ୍ୟର ସ୍ୱାର୍ଥ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନହେବା ବିଜେଡି ବିଜେପି ମଧ୍ୟରେ ଅବୈଧ ସନ୍ଧି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି
Odia News
ଭୁୁବନେଶ୍ୱର,୧୦ ।୧୨:ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଅଭୟ ସୋମବାର ଦିନ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକସ୍ଥିତ ପୋଲିସ ହେଡ଼କ୍ୱାର୍ଟରରେ ଅନ୍ତରୀଣ ମହା ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତିଙ୍କ ଠାରୁଏହି ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଆରମ୍ଭ
ନୂଆଦିଲ୍ଲୀ,୧୦/୧୨: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା
ଭୁବନେଶ୍ୱର, ୯ ।୧୨ : ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ । ଅର୍ଥାତ୍ ନୂଆବର୍ଷରେ ପିଆଜ ଦର କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସୋମବାର
ଭୁବନେଶ୍ୱର, ୯ ।୧୨ : ରାଜଧାନୀ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ – ୩ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନର
ଭୁବନେଶ୍ୱର,୯ ।୧୨: ତାଳଚେର ବିଧାୟକଙ୍କର ଗାଡି ପୋଡିଯାଇଥିବାର ଖବର ଆସିଛି । ତାଳଚେରର ଭରତପୁର ଅଂଚଳରେ ଯେଉଁ ସ୍ଥାନରେ ଗାଡି ପୋଡିଛି ତାହା ଏମସିଏଲର ଯାଗା ।
ଭୁବନେଶ୍ୱର,୯ ।୧୨: ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ନିଜର କ୍ୟାମ୍ପ ଅଫିସରେ ଶୋଇଥିବା ବେଳେ ତାଙ୍କୁ ତାଲା ପକାଇ ଦୁର୍ବୁତ ମାନେ ତାଙ୍କର ଗାଡିକୁ
ଭୁବନେଶ୍ୱର,୯ ।୧୨: ରବିବାର ଦିନ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମର୍ନ୍ତୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ମରଶରୀର ପୂର୍ବାହ୍ନ ଘ. ୧୦.୩୦ ମି. ସମୟରେ
ବିିଶ୍ୱବିଦ୍ୟାଳୟ ବିଚାରର ବଡ କେନ୍ଦ୍ର ହେଲେ ଏକାଙ୍ଗୀ ନୁହେଁ, ଏହା ସମାଜର ଅଂଶବିଶେଷ – ରାଷ୍ଟ୍ରପତି ଭୁବନେଶ୍ୱର,୯ ।୧୨: ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଉଦବୋଧନ
ୱେନାଡ଼,୭ ।୧୨: ମହିଳାଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ବିଶ୍ୱରେ ଭାରତ ଦୁଷ୍କର୍ମର ରାଜଧାନୀ






