ନୂଆଦିଲ୍ଲୀ, ୨୧/୫: ବର୍ଦ୍ଧିତ ଦର ଦାମକୁ ନେଇ ଚାରିଆଡ଼ୁ ସମାଲୋଚିତ ହେବା ପରେ ତୈଳ ଦାମ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ହେବ।
Odia News
ନୂଆପଡ଼ା,୨୧/୫: ଦିନ ଦ୍ୱିପହରରେ ବାପାପୁଅଙ୍କୁ ଆଖି ବୁଜା ଫାୟାରିଂ କଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ରାବଣ ଛକରେ।ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି। ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଛି।
ଭୁବନେଶ୍ବର, ୨୧/୫: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି।ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଚିହ୍ନଟ ହୋଇ ନାହିଁ। ମଙ୍କିପକ୍ସ ଭଳି କିଛି
ନୂଆଦିଲ୍ଲୀ,୨୧/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ‘ଆନ୍ତଃରାଜ୍ୟ ପରିଷଦ୍’ ଗଠନ ହେବାକୁ ଯାଉଥିବା କଥା ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଆନ୍ତଃରାଜ୍ୟ ପରିଷଦ୍ ଷ୍ଟାଣ୍ଡିଂ କମିଟିର ନୂତନ
କରୋନା ମହାମାରୀ ପରେ ଏବେ ମଙ୍କିପକ୍ସ ଭୟ ଘାରିଛି । ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ ଲୋକଙ୍କ ଭିତରେ
ଭୁବନେଶ୍ୱର, ୨୧/୫: ଏଣ୍ଟ୍ରାନ୍ସରେ ଭଲ ରାଙ୍କ ନ ରଖି ମଧ୍ୟ ମିଳିବ ମେଡିକାଲ କଲେଜରେ ଏଣ୍ଟ୍ରି। ତାହା ସହ ନିଜ ମନ ମୁତାବକ ବ୍ରାଞ୍ଚରେ ପଢ଼ିବାର ସୁଯୋଗ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୫ : ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ସମୟରେ ନିଆଁକୁ ଆୟତ କରିବା ଓ ନିଜେ ସୁରକ୍ଷିତ
ନୂଆଦିଲ୍ଲୀ,୨୧/୫: କରୋନା ପରି ମଙ୍କିପକ୍ସ ବି ମହାମାରୀ ଘୋଷଣା ହେବ କି ? ମାନବ ସମାଜ ପାଇଁ ଏହା ସାଜିବକି ଘାତକ? କିପରି ରହିବ ଏହାର ରୂପରେଖ
କଟକ, ୨୧/୫: ଆଜି(ଶନିବାର)ଠାରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଛି। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଛି। ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ
ଭୁବନେଶ୍ୱର ୨୧/୫: ତାତି ବଢ଼ିଛି। ଆହୁରି ବଢ଼ିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ । ଭୁବନେଶ୍ୱରରେ ପାରଦ ୩୯-୪୦ ଡିଗ୍ରୀ