ସୁଦାମ କୁମାର ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୧୧/୫: ନ୍ୟାୟ ପାଇଁ ଦଉଡି ଦଉଡି ଅତିଷ୍ଟ ହୋଇପଡିଲେ ମହିଳା ଆଇନ୍ଜୀବୀ । ନ୍ୟାୟ ପାଇବା ପାଇଁ ବିଳମ୍ବ ହେବାରୁ ଜଜ୍ଙ୍କ ଆଗରେ ବିଷ ପିଇଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର
Odia News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୧୧/୫ : ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ନୟାଗଡ଼ ତ୍ରିନାଥ ଛକଠାରେ ପଦ୍ମଶ୍ରୀ ରଜତ କରଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସଭାରେ ଦୁଇ ମିନିଟ୍ ନିରବ ଶୋକ ପ୍ରାର୍ଥନା କରିବା ପରେ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୫: ବୌଦ୍ଧଜିଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଣ୍ଡିବନ୍ଧ ସମ୍ମିଳନୀ କକ୍ଷଠାରେ ପଞ୍ଚଦିବସୀୟ ପ୍ରଯୁକ୍ତି ବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା
ପୁରୀ, ୧୧/୫: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଗତକାଲି ହାଇକୋର୍ଟରେ ଏଏସଆଇର ସତ୍ୟପାଠ ପରେ ପୁଣିଥରେ ଆରମ୍ଭ ହୋଇଛି ବିବାଦ। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବଡ଼ଦାଣ୍ଡର ମରଚିକୋଟ ଛକଠାରୁ ମହାପ୍ରଭୁଙ୍କ ମୂର୍ତ୍ତି ଧରି ଚାଲି ଚାଲି
କୋଚି, ୧୧/୫: ‘ଟମାଟୋ ଫ୍ଲୁ’ ନାମରେ ଗୋଟାଏ ନୂତନ ଭୂତାଣୁ ଯୋଗୁଁ କେରଳରେ ୫ ବର୍ଷରୁ କମ୍ ବୟସ୍କ ୮୦ରୁ ଅଧିକ ପିଲା ଆକ୍ରାନ୍ତ ହୋଇଥିବା କଥା
ଭୁବନେଶ୍ବର,୧୧/୫: ବର୍ତ୍ତମାନ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ବାତ୍ୟା ‘ଅସାନି’।ଏହା ଘଣ୍ଟା ପ୍ରତି ୬ କିମି ବେଗରେ ଏହା ଗତି କରୁଛି। ଏହାର ପ୍ରଭାବରେ
ଭୁବନେଶ୍ବର, ୧୧/୫ : ବାତ୍ୟା ଅସାନୀ ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ବର୍ଷା ଜାରି । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି
ଭୁବନେଶ୍ୱର, ୧୧/୫ : ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୦/୫:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ବିଡ଼ିଓଙ୍କୁ ଘେରିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର,
ଭୁବନେଶ୍ୱର, ୧୦/୫: ବାତ୍ୟା ଅସାନି ଓଡ଼ିଶାରେ ସେତେଟା ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ କମ୍ ପବନ ବହିବା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ ।