Indus Valley Times

Technology

ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

ଚାନ୍ଦବାଲି:୩୦/୮: ଭଦ୍ରକ ଜିଲା ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି।ଏକ ସ୍କୁଲ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ଦୁର୍ଘଟଣାରେ ୧୦ଜଣ ଛାତ୍ରୀଛାତ୍ର ଆହତ ହୋଇଛି। ଆହତ ଛାତ୍ରୀଛାତ୍ରଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଛି।

Read Full Article

ବୌଦ୍ଧଜିଲ୍ଲା ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୮: ବୌଦ୍ଧଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ପୂର୍ତବିଭାଗ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ

Read Full Article

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି; ୬ଟି ସ୍ଥାନରେ ଚଢ଼ାଉ

ବାଲେଶ୍ୱର,୩୦/୮: ରାଜ୍ୟରେ ପ୍ରତ୍ୟେକ ଦିନ କେହି ନ କେହି ଜଣେ ସରକାରୀ ଅଫିସର ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ବଡ଼ ବଡ଼ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କୁ ଖୋଜି ବାହାର କରୁଛି ରାଜ୍ୟ ଦୁର୍ନିତୀ ନିବାରଣ ନିର୍ଦ୍ଦେଶାଳୟ ।ଏହି

Read Full Article

୧୦୦ ଜିବି ମ।ଗଣ। କ୍ଲ।ଉଡ୍ ଷ୍ଟୋରେଜ୍ ପ୍ରଦ।ନ କରିବ ଜିଓ

By Our Correspondentମୁମ୍ବ।ଇ, ଅଗଷ୍ଟ ୨୯: ରିଲ।ଏନ୍ସ ଜିଓ ଗ୍ର।ହକଙ୍କ ପ।ଇଁ ଖୁସି ଖବର ଆଣିଛି। ଖୁବ୍ ଶୀଘ୍ର କମ୍ପ।ନୀ ଏହ।ର ଗ୍ର।ହକମ।ନଙ୍କୁ ୧୦୦ ଜିବି ମ।ଗଣ। କ୍ଲ।ଉଡ୍ ଷ୍ଟୋରେଜ୍ ପ୍ରଦ।ନ କରିବ। ଫଟୋ, ଭିଡିଓ କିମ୍ବ। ଡକ୍ୟୁମେଣ୍ଟ ଭଳି ଯେକୌଣସି

Read Full Article

ଶ୍ରେଷ୍ଠ କ୍ରୀଡ଼ାବିତ୍ କିଶୋର ଜେନା, ଲାଜରୁସ ବାର୍ଲାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର, ୨୯/୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ଏବଂ ବିଜୁ ପଟ୍ଟନାୟକ

Read Full Article

ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା, ୨୯/୮ : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ

Read Full Article

ଦିନ ଦ୍ବିପହରରେ ମହିଳାଙ୍କ ବେକରୁ ସୁନା ଚେନ୍ ନେଇଗଲେ ଦୁର୍ବୃତ୍ତ

ବାଲେଶ୍ୱର, ୨୯/୮ : ବାଇକ୍‌ରେ ଶ୍ୱଶୁର ଘର ଯାଉଥିଲେ ଦମ୍ପତି। ହେଲେ ମଝି ରାସ୍ତାରୁ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ଫି ନେଲେ ଦୁର୍ବୃତ୍ତ। ଆଜି ଏପରି

Read Full Article

ରାଜ୍ୟ ରାଜକୋଷରୁ ହରିଲୁଟ, ପାଣ୍ଡିଆନଙ୍କ ଫଟୋରେ ଖର୍ଚ୍ଚ କରିଦେଲେ ୧୫ କୋଟି

    ରାଜ୍ୟ ରାଜକୋଷରୁ ହରିଲୁଟ, ପାଣ୍ଡିଆନଙ୍କ ଫଟୋରେ ଖର୍ଚ୍ଚ କରିଦେଲେ ୧୫ କୋଟି

ଭୁବନେଶ୍ୱର,୨୯/୮: ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ

Read Full Article

ପୁଣି ଆସୁଛି ବଡ଼ ବର୍ଷା, ଆସନ୍ତାକାଲି ପ୍ରବଳ ବର୍ଷିବ, ରେଡ୍ ୱାର୍ଣ୍ଣିଂରେ ୩ ଜିଲ୍ଲା

ଓଡ଼ିଶା,୨୯/୮ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

Read Full Article

ପଡ଼ୋଶୀ ପାଲଟିଗଲା ପିଶାଚ, ୪ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କଲା

    ପଡ଼ୋଶୀ ପାଲଟିଗଲା ପିଶାଚ, ୪ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କଲା

ଭୁବନେଶ୍ୱର,୨୯/୮: ରାଜଧାନୀ ଭୁବନେଶ୍ୱରରେ ବୁଧବାର ୪ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ପଡୋଶୀ ଘରର ୩୦ ବର୍ଷର ଯୁବକ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବା କୁହାଯାଉଛି।ଏୟାରପୋର୍ଟ

Read Full Article

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031