ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୨/୬ : ଯୋଗ ହିଁ ନୀରୋଗ ରହିବାର ଏକ ମାତ୍ର ଆଧାର ଏଣୁ ଆସନ୍ତୁ ସମସ୍ତେ ଯୋଗ ପ୍ରାଣାୟାମ କରି ସୁସ୍ଥ ସମାଜ ଗଠନ କରିବା, ଯୋଗ କର ନିରୋଗ ରୁହ ।ରୋଗ ମୁକ୍ତ ଜୀବନ ପାଇଁ
Technology
ନୂଆଦିଲ୍ଲୀ,୨୧/୬: : ଏନ୍ଡିଏ ମେଣ୍ଟ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ମୁର୍ମୁ ପୁର୍ବରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ରହିଆସିଛନ୍ତି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି
ସୋନପୁର,୨୧/୬: ଶାଢ଼ୀରେ ଦିଆଯାଇଛି ଯୋଗ ସଚେତନତାର ବାର୍ତ୍ତା। ଶାଢ଼ୀ ଖୋଲିଦେଲେ କେଉଁଠି ଯୋଗର ଭିନ୍ନ ଭିନ୍ନ ମୁଦ୍ରା ତ କେଉଁଠି ରହିଛି ଭିନ୍ନ ଭିନ୍ନ ଭାଷାରେ ଲେଖା ହୋଇଥିବା ବାର୍ତ୍ତା।ଶାଢ଼ୀ ମାଧ୍ୟମରେ ଏପରି ଯୋଗ ସଚେତନତା ବାର୍ତ୍ତା ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାର
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୧/୬:କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ସମେତ ସମସ୍ତ ଅଧିକାରୀ
ନୂଆପଡ଼ା,୨୧/୬: ନକ୍ସଲ ହମଲାରେ ସହିଦ ହୋଇଛନ୍ତି ୩ ସିଆର୍ପିଏଫ୍ ଯବାନ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ହୋଇଛି ଏହି ହମଲା। ଯବାନମାନେ
ପୁରୀ,୨୧/୬: କରୋନା ପାଇଁ ଦୁଇ ବର୍ଷ ହେବ ବିନା ଭକ୍ତରେ ରଥ ଯାତ୍ରା ହେଉଥିଲା। ହେଲେ ଚଳିତ ବର୍ଷ ରଥ ଯାତ୍ରା ଦେଖିବାକୁ ଭକ୍ତମାନଙ୍କୁ ଅନୁମତି ମିଳିଛି।
ଭୁବନେଶ୍ୱର ୨୧/୬: ଡାକରା ଆସିଛି । ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ବିଧାୟକ । ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ AICC ପକ୍ଷରୁ ଦିଲ୍ଲୀ ଡାକରା ଆସିଛି
ଭୁବନେଶ୍ୱର ୨୧/୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ, 21/6: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି।
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୬: ସୋମବାର ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ