Indus Valley Times

ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଦଶପଲ୍ଲା ବିଧାୟକ

 Breaking News

ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଦଶପଲ୍ଲା ବିଧାୟକ

December 10
22:43 2020

ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଦଶପଲ୍ଲା ବିଧାୟକଦଶପଲ୍ଲା

Daspalla MLA discusses about development of constituency

By Puspala Pradhan

ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆଲୋଚନା କରିଛନ୍ତି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୬ ରେ ପହଞ୍ଚି ପୂର୍ବତନ କାଉନସିଲର ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ ମାନଙ୍କ ସହ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ୱାର୍ଡ ପରିଦର୍ଶନ କରିଥିଲେ। ଅଞ୍ଚଳର ବିକାଶ ପାଇଁ ଦଶପଲ୍ଲା ବିଧାୟକ ଙ୍କ ଅହରହ ପ୍ରଚେଷ୍ଟା କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031