ମଉସା-ପୁତୁରା କଥା ପସରା: ଦି ସ୍ମାର୍ଟ ବୟ
August 06
11:01
2023
ମଉସା: ଆରେ ପୁତୁରା ! ଦେଖିଲୁ ଟମାଟୋ ଦୋକାନରେ କ’ଣ ଲେଖା ହୋଇଛି ।
ପୁତୁରା: ମଉସା ! ଲେଖାହୋଇଛି ଯେ କିଣିଲେ ଏକ କିଲୋଗ୍ରାମ୍କୁ ୧୬୦ ଟଙ୍କା । ଆଉ ସେଲଫି ଉଠାଇଲେ – ୨୫ ଟଙ୍କା ।
ମଉସା: ନାଓ ଚଏସ୍ ଇଜ୍ ଇୟୋର୍ସ – ଚିନ୍ତା କରି କହ କିଣିବୁ ନା ସେଲିଫି ଉଠାଇବୁ?
ପୁତରା: ମୁଁ କଣ ତୁମ ଭଳି ବେକା କି? ମୁଁ ସେଲିଫି ଉଠାଇବି । ମାମାକୁ କହିବି ଟମାଟୋ ଦୋକାନ ଯାଇଥିଲି ଯେ – କିନ୍ତୁ ସେଲଫି ଉଠାଉ ଉଠାଉ କିଣିବାକୁ ଭୂଲି ଗଲି ।
ମଉସା: ୟୁ ଆର ମାଇଁ ସ୍ମାର୍ଟ ବୟ । ଚାଲ୍ ଯିବା – ତୋ ମାମା ଦେଇଥିବା ଟଙ୍କାରେ ତୋ ପାଇଁ କିଛି ବହି କିଣି ନେବା ।
Mausa-Putura Gossip is an Indus Valley Times production