Indus Valley Times

ଓଡିଶାର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ଜାତୀୟ ହାର ଠାରୁ କମ, ଉପୋଭୋକ୍ତା ୨ ଟଙ୍କା ୩୦ ପଇସା ଅଧିକ ପରିଶୋଧ କରୁଛନ୍ତି

 Breaking News

ଓଡିଶାର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ଜାତୀୟ ହାର ଠାରୁ କମ, ଉପୋଭୋକ୍ତା ୨ ଟଙ୍କା ୩୦ ପଇସା ଅଧିକ ପରିଶୋଧ କରୁଛନ୍ତି

ଓଡିଶାର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ଜାତୀୟ ହାର ଠାରୁ କମ, ଉପୋଭୋକ୍ତା ୨ ଟଙ୍କା ୩୦ ପଇସା ଅଧିକ ପରିଶୋଧ କରୁଛନ୍ତି
November 28
08:52 2023

Odisha electricity consumer pays more than others

ଓଡିଶାର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ଜାତୀୟ ହାର ଠାରୁ ୟୁନିଟ ପିଛା ୧ ଟଙ୍କା ୫୦ ପଇସା କମ ଥିବାରୁ ଓଡିଶା ଉପୋଭୋକ୍ତା ଜାତୀୟ ହାର ଠାରୁ ୟୁନିଟ ପିଛା ୧ ଟଙ୍କା ୫୦ ପଇସା କମ ପରିଶୋଧ କରିବା କଥା କିନ୍ତୁ ବାସ୍ତବତା ହେଉଛି ଓଡିଶାର ବିଦ୍ୟୁତ ଉପୋଭୋକ୍ତା ଜାତୀୟ ହାର ତୁଳନାରେ ବିଦ୍ୟୁତମୂଲ୍ୟ ବାବଦକୁ ଅଧିକ ୮୦ ପଇସା (ୟୁନିଟ ପିଛା) ପରିଶୋଧ କରୁଛନ୍ତି। ଅର୍ଥାତ ଜାତୀୟ ହାର ତୁଳନାରେ ଓଡିଶା ଉପୋଭୋକ୍ତା ୟୁନିଟ ପିଛା ସର୍ବମୋଟ ୨ ଟଙ୍କା ୩୦ ପଇସା ଅଧିକ ପରିଶୋଧ କରୁଛନ୍ତି: ପିଏଫସି (ପାୱାର ଫାଇନାନ୍ସ କର୍ପୋରେସନ) ରିପୋର୍ଟ ୨୦୨୧-୨୨ର ତଥ୍ୟ।

(Source: Anand Mohapatra)

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031