Indus Valley Times

ବୌଦ୍ଧ ବନଖଣ୍ଡକୁ ପୁଣି ଏକ ବଡ଼ ସଫଳତା! ଦେଶୀ ବନ୍ଧୁକ ଓ ବାଘ ଲୋମ ଜବତ

 Breaking News

ବୌଦ୍ଧ ବନଖଣ୍ଡକୁ ପୁଣି ଏକ ବଡ଼ ସଫଳତା! ଦେଶୀ ବନ୍ଧୁକ ଓ ବାଘ ଲୋମ ଜବତ

ବୌଦ୍ଧ ବନଖଣ୍ଡକୁ ପୁଣି ଏକ ବଡ଼ ସଫଳତା! ଦେଶୀ ବନ୍ଧୁକ ଓ ବାଘ ଲୋମ ଜବତ
April 11
12:27 2023

Success for Boudh Forest Range: Country-made gun, tiger hide seized

By Kambhudhar Kheti

Boudh, April 11: ବୌଦ୍ଧ ବନଖଣ୍ଡକୁ ପୁଣି ଏକ ବଡ଼ ସଫଳତା l ଆଜି ଭୋର୍ ସକାଳୁ ବୌଦ୍ଧ ବୌଦ୍ଧ ବନବିଭାଗ ଓ ମହାନଦୀ ବନ୍ୟ ପ୍ରାଣୀ ନୟାଗଡ଼ ମିଳିତ ଭାବେ ତଲଗାଁ ପଞ୍ଚାୟତ ବଡ଼ ଖଜୁରୀ ଗ୍ରାମର ବିଶ୍ୱମିତ୍ର ଘରେ ଚଢ଼ାଉ କରି ବିଶ୍ଵାମିତ୍ର କୁ ବନ ବିଭାଗ କାବୁ କରି ତାଙ୍କ ଘରୁ ଏକ ଦେଶୀ ବନ୍ଧୁକଓ ବାଘ ଲୋମ, କଟୁରୀ, ଭୁଜାଲି, ଦୁଇ ଗୋଟି ଟାଙ୍ଗିଆ ଜବତ କଲା ବନ ବିଭାଗ l

ଆସାମୀ ବିଶ୍ଵାମିତ୍ର ଙ୍କୁ ପଚରା ଉଚୁରା କଲା ପରେ ବାଘକୁ ମାରି କଉଠି ପତି ଥିଲା କହିଲା  ପରେ ବନ ବିଭାଗ ସେଠାକୁ ଯାଇ ବାଘର ମୁଣ୍ଡ ହାଡ଼ ସବୁ କାଢି ଜବତ କଲା l ଏହି ଚଢାଉ ରେ ବୌଦ୍ଧ ବନ ବିଭଗର ACF ଆଶିଷ କହଁର, ମlଧପୁର ରେଞ୍ଜର ପ୍ରବୀଣ ମହାକୁଡ, ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ, ପ୍ରଦୀପ ସାହୁ, ଦୀପକ ନାୟକ, ଦିପକ ପ୍ରଧାନ, ଅର୍ଜୁନ ବେହେରା ଏବଂ ୱାଇଲ୍ଡ ଲାଇଫ ରେଞ୍ଜ ଵାଣିଗୋଚ୍ଛା ର ବର୍ଗିଆ ବାବୁ ସହିତ ତାଙ୍କର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ l

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031