ବସ୍ତା, ୭/୪: ୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ରାଜଘାଟ ନିକଟରେ ଦୁର୍ଘଟଣା ହୋଇଛି। ଜଙ୍ଗଲ ବିଭାଗର ଆଣ୍ଟି ପୋଚିଂ ବାରାକର ଚେକ୍ ପୋଷ୍ଟକୁ ଭ୍ୟାନ୍ ଧକ୍କା ଦେଇଥିଲା।
Tag "3 injured"
ପିପିଲି,୧୯/୩: ରାଜ୍ୟବ୍ୟାପୀ ଏକାଧିକ ରଂଗରେ ଲୋକେ ଉତ୍ସାହର ସହିତ ରଂଗ ଖେଳୁଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ିଶାଗଦା ଅଞ୍ଚଳରେ ଆଜି ରକ୍ତର ହୋଲି ଦେଖିବାକୁ ମିଳିଛି।ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ