ଭୁବନେଶ୍ବର, ୫/୪: ଚଳିତ ବର୍ଷର ସର୍ବାଧିକ ତାପମାତ୍ର ଆଜି ରେକର୍ଡ ହୋଇଛି। ପୂରା ରାଜ୍ୟବାସୀ ତତଲା କଡ଼େଇରେ ଭାଜି ହୋଇଛନ୍ତି। ସକାଳ ୮ଟା ହେବା ମାତ୍ରେ ସୂର୍ୟ୍ୟଙ୍କ କିରଣ ପ୍ରଖର ଅନୁଭୂତ ହୋଇଥିଲା।ଦିନ ୧୦ଟା ବେଳକୁ ତାପମାତ୍ରା ବଢ଼ି ଯାଇଥିଲା। ରାଜ୍ୟର