ଭୁବନେଶ୍ୱର,୩୦/୩: ବଢ଼ିଲା ଓମଫେଡ୍ କ୍ଷୀର ଦର । ୫୦୦ ମିଲି ଗ୍ରାମ ଅର୍ଥାତ ହାଫ୍ ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ଟା ବଢ଼ିଛିା ଆସନ୍ତା ୧ ତାରିଖରୁ ନୂଆ ଦର ଲାଗୁ ହେବା ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରିଛନ୍ତି
Tag "Bhubaneswar"
ଭୁବନେଶ୍ବର,୨୯/୩: ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି।
ପୁରୁଣା ଭୁବନେଶ୍ୱର,୨୯/୩: ବୁଧବାର ହେଉଛି ପବିତ୍ର ଅଶୋକାଷ୍ଟମୀ। ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରର ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ଘର (ରାମେଶ୍ବର ମନ୍ଦିର)।ରଥରେ ଦେବଦେବ ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ବିଜେ
ଭୁବନେଶ୍ବର,୨୮/୩: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରଂପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ।ଏଥି ପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦ ହଜାର
ଭୁବନେଶ୍ବର,୨୮/୩: ଆଜି ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ
ଭୁବନେଶ୍ବର,୨୭/୩: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ।କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି। ଲୋକାଲ
ଭୁବନେଶ୍ୱର,୨୭/୩: ଘର ବିକ୍ରି ନାଁରେ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଆ ସିନେମା ‘ଅରୁନ୍ଧତୀ’ର ଅନ୍ୟତମ ପ୍ରଯୋଜକ ଅଜିତାଭ ମଲ୍ଲିକ ଗିରଫ ହୋଇଥିବାର ଖବର ମିଳିଛି।ସୂଚନା ଅନୁଯାୟୀ, ଭୁବନେଶ୍ୱର
ଭୁବନେଶ୍ୱର,୨୭/୩: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ୬ ମାସ ପୁରୁଣା ପର୍ଯ୍ୟବେକ୍ଷକ ତାଲିକାରେ ପୁଣିଥରେ ପରିବର୍ତ୍ତନ କରିଛି। ପରବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ବିଜେଡି
ଭୁବନେଶ୍ୱର,୨୭/୩: ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।ଆଜି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ
ଭୁବନେଶ୍ବର,୨୬/୩: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମହୋନ ସାମଲଙ୍କୁ ରବିବାର ଅପରାହ୍ଣରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀମାନେ