ବ୍ରହ୍ମପୁର, ୧୦/୧: କଏନ୍ ଗ୍ରହଣ କରିବାକୁ କୌଣସି ଦୋକାନୀ ମନା କରିପାରିବେ ନାହିଁ । ଯେଉଁମାନେ ସେଭଳି କାମ କରିବେ ସେମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।