ଜଟଣୀ,୩୦/୧୦: ଆସନ୍ତା ନଭେମ୍ବର ୧୨ ତାରିଖରେ ଦୀପୋତ୍ସବ ‘ଦୀପାବଳି’ ପାଳନ ହେବ। ଆଲୋକମାଳାରେ ଘରଗୁଡ଼ିକ ସଜେଇ ହେବ। ସେହିପରି ବାଣ ଓ ଫୋଟକା ଫୁଟାଇ ପିଲାମାନଙ୍କ ଠାରୁ ଯୁବପିଢ଼ି ପର୍ଯ୍ୟନ୍ତ ମଉଜ କରିବେ।ଅନ୍ୟପଟରେ ବାଣ କାରିଗର ଓ ବ୍ୟବସାୟୀ ବାଣ ବିକ୍ରି