କୋରାପୁଟ,୧୩/୫ : ନକ୍ସଲ ଦମନ ଅଭିଯାନ ଆହୁରି ଜୋରଦାର ହେବ। ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନର ସହାୟତା ନିଆଯିବ। ସେଥିପାଇଁ ପୁଲିସ୍ ବିଭାଗରେ ସାମିଲ ହେବ ୬ଟି ଉଚ୍ଚ ଧରଣର ଡ୍ରୋନ୍। କୋରାପୁଟରେ ମାଓ ସମୀକ୍ଷା ପରେ