Indus Valley Times

Tag "hanging deadbody"

ସ୍ୱାମୀ-ସ୍ତ୍ରୀର ହୋଇ ଲଜରେ ରହିଥିଲେ, ଯୁବତୀଙ୍କ ମୃତ୍ୟୁ ନେଇ ସସ୍ପେନ୍ସ

    ସ୍ୱାମୀ-ସ୍ତ୍ରୀର ହୋଇ ଲଜରେ ରହିଥିଲେ, ଯୁବତୀଙ୍କ ମୃତ୍ୟୁ ନେଇ ସସ୍ପେନ୍ସ

ଭୁବନେଶ୍ୱର,୪/୭: ପୁରୁଷ ବନ୍ଧୁଙ୍କୁ ସ୍ୱାମୀର ପରିଚୟ ଦେଇ ଲଜରେ ରହିଥିଲେ ଯୁବତୀ। ଆଜି ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ହେଲେ ପୁରୁଷ ବନ୍ଧୁ ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଜଟଣୀରୁ।ରବିବାର ଅପରାହ୍ନରେ ଜଟଣା ସୀତାରାମ

Read Full Article

ଜନ୍ମଦିନ ପାର୍ଟିରେ ହତ୍ୟା ଅଭିଯୋଗ, ପ୍ରେମିକାର ଓଢ଼ଣୀରେ ଝୁଲିଥିଲା ପ୍ରେମିକର ମୃତଦେହ

    ଜନ୍ମଦିନ ପାର୍ଟିରେ ହତ୍ୟା ଅଭିଯୋଗ, ପ୍ରେମିକାର ଓଢ଼ଣୀରେ ଝୁଲିଥିଲା ପ୍ରେମିକର ମୃତଦେହ

ଭୁବନେଶ୍ବର,୨୬/୩: ଖଣ୍ଡଗିରି ଜାଗମରା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ରେମିକାର ଓଢ଼ଣୀରେ ଝୁଲି ଜଣେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜାଗମରାର ଏକ ଓୟ ରୁମ୍ ଭିତରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍।ମୃତ ଯୁବକ ଜଣକ ହେଲେ

Read Full Article

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ

ବଲାଙ୍ଗିର,୨୬/୨: ଦୁଇ ଦିନ ହେଲା ନିଖୋଜ ଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଶାଖାର ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ କମ୍ପାନୀର କର୍ମଚାରୀ ସାବଲୀୟତ ହରିପାଲଙ୍କ ଝୁଲନ୍ତା ମୃତଦେହ ମିଳିଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିର୍ଣ୍ଣକ୍ଷ ଡାଙ୍ଗବାହାଲି ଫିଲ ପାଖ ପତରାରୁ ତାଙ୍କ

Read Full Article

ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

    ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କଟକ,୧୮/୧୨: ବାରଙ୍ଗ ଥାନା ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନର ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Read Full Article

ସ୍ୱପ୍ନ ଭାଙ୍ଗି ଚୁର୍ମାର୍, ଭଡ଼ା ଘରୁ ମିଳିଲା ନବଦମ୍ପତ୍ତିଙ୍କ ମୃତଦେହ

    ସ୍ୱପ୍ନ ଭାଙ୍ଗି ଚୁର୍ମାର୍, ଭଡ଼ା ଘରୁ ମିଳିଲା ନବଦମ୍ପତ୍ତିଙ୍କ ମୃତଦେହ

ଯାଜପୁର,୧୭/୭: ଯାଜପୁର ରୋଡ୍ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ଭଡ଼ା ଘରେ ଏକ ନବବିବାହିତ ଦମ୍ପତି ଆତ୍ମହତ୍ୟା କରଥିବା ଅଭିଯୋଗ ହୋଇଛି।ମୃତକ ଦ୍ୱୟ ହେଲେ

Read Full Article

ଆସିଲା ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ଯୋଗୁ ହୋଇଛି ମୃତ୍ୟୁ

    ଆସିଲା ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ଯୋଗୁ ହୋଇଛି ମୃତ୍ୟୁ

ଭୁବନେଶ୍ବର, ୫/୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।ରୁଚିକା ଗଳାରେ ରଶି

Read Full Article

ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

    ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୫/୭: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି।ମୃତ ଛାତ୍ରୀ

Read Full Article

ଗୋଟିଏ ଡାଳରେ ଝୁଲୁଛି ଯୁବକ ଓ ଯୁବତୀଙ୍କ ମୃତଦେହ

    ଗୋଟିଏ ଡାଳରେ ଝୁଲୁଛି ଯୁବକ ଓ ଯୁବତୀଙ୍କ ମୃତଦେହ

ବାରିପଦା,୨୬/୬: ଗୋଟିଏ ଡାଳରେ ଝୁଲୁଛି ଯୁବକ ଏବଂ ଯୁବତୀଙ୍କ ମୃତଦେହ। ଆଜି ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଜଙ୍ଗଲରେ ଏହି ଝୁଲନ୍ତା ମୃତଦେହ ଦେଖିବାକୁ

Read Full Article

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

    ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ବର, ୨୪/୬: ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।ସେ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର

Read Full Article

ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡାଲ ନୋଟରେ ଲେଖିଛନ୍ତି ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’

    ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡାଲ ନୋଟରେ ଲେଖିଛନ୍ତି ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’

ଭୁବନେଶ୍ୱର,୨୦/୬: ଭଡ଼ା ଘରୁ ମିଳିଲା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିଲେ ବି ଏହା ପଛର କାରଣକୁ

Read Full Article

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031