ନୂଆଦିଲ୍ଲୀ, ୧/୧: ନୂଆବର୍ଷରେ ଜାପାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି। ଏଥିରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବାରମ୍ବାର ଭୂମିକମ୍ପରେ ଦୋହଲିବା ପରେ ଜାପାନରେ ସୁନାମୀ ଆସିଛି। ଇଶିକାୱାରେ ସମୁଦ୍ରରେ ୫ ଫୁଟ ଉଚ୍ଚର ସୁନାମୀ ଲହଡ଼ି ମାଡ଼ ହୋଇଛି।