ଭୁବନେଶ୍ବର,୫/୫: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ଯଦିଓ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି। ଆଜି ଦିନ ୨ଟା ୩୦ରେ ତାପମାତ୍ରା ଝାରସୁଗୁଡାରେ ପାରା ୪୪ ଡିଗ୍ରି