କଲ୍ୟାଣସିଂହପୁର,୧୭/୩ : ଘର ଭିତରେ ପୋଡ଼ିଗଲେ ବାପା, ମାଆ, ପୁଅ ଓ ବୋହୂ। ସେମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।ପୁଲିସ୍ ବିଭିନ୍ନ ଦିଗରୁ